କର୍ତ୍ତବ୍ୟ ପାଇଁ ବାତିଲ୍ କଲେ ବିବାହ ଉତ୍ସବ, ଯୁବ ଅଫିସରଙ୍କ ଉଦ୍ୟମ ପୁଲିସ୍ ବିଭାଗ ପାଇଁ ଉଦାହରଣ: ଏସପି

ରାୟଗଡ଼ା: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ସାହାନାଇ ବାଜିଥାନ୍ତା। ଭୋଜିଭାତ ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ଉଚିତ୍ ମନେ କରି ବିବାହ ଉତ୍ସବକୁ ବାତିଲ୍ କରିଛନ୍ତି ଦୁଇ ଯୁବ ପୁଲିସ୍ ଅଫିସର୍। ରାୟଗଡ଼ା ଟାଉନ୍ ଥାନାର ଦୁଇ ଏସଆଇ ଜୟସ୍ମିତା ବେହେରା ଓ ମାନସ କୁମାର ସାହୁଙ୍କ ଏପରି ନିଷ୍ପତ୍ତିକୁ ପୁଲିସ୍ … Continue reading କର୍ତ୍ତବ୍ୟ ପାଇଁ ବାତିଲ୍ କଲେ ବିବାହ ଉତ୍ସବ, ଯୁବ ଅଫିସରଙ୍କ ଉଦ୍ୟମ ପୁଲିସ୍ ବିଭାଗ ପାଇଁ ଉଦାହରଣ: ଏସପି